କନକ ବ୍ୟୁରୋ : ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା । ଭିଡ଼ ଜମିବା ସହ ବଟମ ଦବାଇ ନିକଟରୁ ଭୋଟ୍ ଦାନ ସମ୍ପର୍କରେ ଜ୍ଞାନ ଆହରୋଣ କରୁଛନ୍ତି ଭୋଟର ।

Advertisment

ଇଭିଏମ ମେସିନକୁ ନେଇ ରାଜନୈତିକ ଦଳ ଠାରୁ ଭୋଟରଙ୍କ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଥିବା ବେଳେ ଏହାର ଉତର ଦେବାକୁ ଯାଇ ନିର୍ବାଚନ କମିସନର ଏବେ ଏହି ମେସିନକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚି ସଚେତନ କରୁଛନ୍ତି । ଗାଁରେ ଏହି ମେସିନକୁ ଦେଖିବାକୁ ଭିଡ଼ ଜମୁଛି ।