କନକ ବ୍ୟୁରୋ: ସେପ୍ଟମ୍ୱର ୧୭ରେ ସୁଭଦ୍ରା ଯୋଜନାର ହେବ ଶୁଭାରମ୍ଭ। କନକ ନ୍ୟୁଜର ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ହିତାଧିକାରୀ କେମିତି ପାଇବେ ସୁଭଦ୍ର ଯୋଜାନାର ଲାଭ । - କେତେ ମହିଳା ହେବେ ସାମଲି। କେମିତି କରିବେ ଆବେଦନ । ଗତକାଲି ବଜେଟରେ ବ୍ୟୟ ବରାଦ ପରେ ପୁରା ପ୍ରକ୍ରିୟା କହିଲେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।