କନକ ବ୍ୟୁରୋ : ସଫଳତାର ସରଳ ସୂତ୍ର । ସ୍ୱାମୀ ମୁକୁନ୍ଦାନନ୍ଦଙ୍କଠାରୁ । ଆଜି ଆପଣଙ୍କୁ ସ୍ୱାମୀଜୀ ଜଣାଇବେ ଆପଣ କେମିତି ନିଜ ମନର ଆବେଗକୁ ନିୟନ୍ତ୍ରଣ କରିବେ ଏବଂ କିପରି ସଠିକ ନିଷ୍ପତ୍ତି ନେବେ । ଏଥିପାଇଁ ଆପଣଙ୍କୁ କେଉଁ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

Advertisment

- ମନ ଏବଂ ବୁଦ୍ଧି ନିଷ୍ପତ୍ତି ନେବାର ପ୍ରମୁଖ ଭୂମିକା ଗ୍ରହଣ କରନ୍ତି
- ମନର ଲକ୍ଷ୍ୟ ବର୍ତ୍ତମାନର ଖୁସି ବାବଦରେ ନିଷ୍ପତ୍ତି ନିଏ
- ଶୀଘ୍ର ଖୁସି ହେବାକୁ ମନ ସବୁବେଳେ ଇଚ୍ଛା ରଖିଥାଏ
- ଉନ୍ନତି ଚାହୁଁଥିଲେ ବୁଦ୍ଧିର ପ୍ରୟୋଗ କରିବା ଆବଶ୍ୟକ
- ବୁଦ୍ଧିରେ ନିଜର ବିବେକ ରହିଥାଏ
- ମନର ନିଷ୍ପତ୍ତିକୁ ବୁଦ୍ଧି ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ