କିପରି ସାଇବର ଠକେଇ କରେ ଜାମତାରା ଗ୍ୟାଙ୍ଗ ? ଲାଇଭ୍ ଭିଡିଓ ଜାରି କଲା କ୍ରାଇମବ୍ରାଞ୍ଚ

Advertisment
କିପରି ସାଇବର ଠକେଇ କରେ ଜାମତାରା ଗ୍ୟାଙ୍ଗ ? ଲାଇଭ୍ ଭିଡିଓ ଜାରି କଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ : କେମିତି ଠକେଇ କରେ ଜାମତାରା ଗ୍ୟାଙ୍ଗ ? ଏହାର ଲାଇଭ୍ ଭିଡିଓ ଜାରି କରିଛି କ୍ରାଇମବ୍ରାଞ୍ଚ । ସାଇବର ଠକେଇର ନାଟ୍ୟ ରୂପାନ୍ତର କରାଯାଇଛି । କେମିତି ଜଣେ ମହିଳାଙ୍କୁ ଠକୁଛନ୍ତି ତାର ଡେମୋ କରି ଭିଡିଓ ଜାରି କରାଯାଇଛି । ଏହି ଭିଡିଓ ମାଧ୍ୟମରେ ଲୋକଙ୍କୁ ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ ସଚେତନତା କରାଯାଇଛି । ଠକେଇ ପାଇଁ ଏବେ ନୂଆ ତରିକା ଆପଣାଇଛନ୍ତି ସାଇବର ଠକ । ଓଟିପି ନମାଗି ସାଇବର ଠକମାନେ କୋଡ୍ ମାଗି ଲୁଟ୍ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe