ଭୁବନେଶ୍ୱର ଡୁମୁଡୁମାରେ ଘର ଦେବାକୁ କହି ଠକିଦେଲା ହାଉସିଂ ବୋର୍ଡ : ଫେବ୍ରୁଆରୀର ସମୟ ସୀମା ସରିଯାଇଥିଲେ ବି ମିଳିଲାନି ଘର

Advertisment
ଭୁବନେଶ୍ୱର ଡୁମୁଡୁମାରେ ଘର ଦେବାକୁ କହି ଠକିଦେଲା ହାଉସିଂ ବୋର୍ଡ : ଫେବ୍ରୁଆରୀର ସମୟ ସୀମା ସରିଯାଇଥିଲେ ବି ମିଳିଲାନି ଘର

କନକ ବ୍ୟୁରୋ : ଠକି ଦେଲେ ସରକାର । ହାଉସିଂ ବୋର୍ଡ ଭୁବନେଶ୍ୱରରେ ଡୁମୁଡୁମାରେ ଘର ଦେବାକୁ କହି ସମୟ ସରିଯାଇଥିଲେ ବି ଦେଲା ନାହିଁ । ଫଳରେ ତାତିଛନ୍ତି ହିତାଧିକାରୀ । ଜାନୁଆରୀରେ ଘର ସାରି ପ୍ରତିଶ୍ରୁତି ଦେଇଥିଲେ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର । ତେବେ ଫେବ୍ରୁଆରୀ ସାରିବାକୁ ବସିଥିଲେ ବି କୌଣସି ହିତାଧିକାରୀଙ୍କୁ ଘର ମିଳିନାହିଁ । ଘର କଥା ପଚାରିବାରୁ ଆହୁରି ୨ ମାସ ସମୟ ଲାଗିବ ବୋଲି ଅଧିକାରୀ କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe