ଆସୁଛି ହାଉସଫୁଲ ଥ୍ରୀ

ଆସୁଛି ହାଉସଫୁଲ ଥ୍ରୀ

ଆସୁଛି ହାଉସଫୁଲର ଦ୍ୱୀତିୟ ସିକ୍ୱେଲ ହାଉସଫୁଲ ଥ୍ରୀ । ଫିଲ୍ମର ସୁଟିଂ ଶେଷ ହେବା ପରେ ଟ୍ରେଲର ରିଲିଜ ପାଇଁ ପ୍ରଯୋଜନା ସଂସ୍ଥା ଯୋଜନା କରୁଛି । ପ୍ରଥମ ଟ୍ରେଲରକୁ ଦମଦାର ତରିକାରେ ରିଲିଜ କରିବ ପ୍ରଡକ୍ସନ ହାଉସ ।୧୦୦ଟି ସହରରେ ଟ୍ରେଲରକୁ ରିଲିଜ କରାଯିବା ସହ ଏକାସାଙ୍ଗରେ ୫୦ ହଜାର ଦର୍ଶକ ଏହାକୁ ଦେଖିପାରିବେ । ଟ୍ରେଲର ରିଲିଜ ସମୟର ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଉପସ୍ଥିତ ରହିବେ ବୋଲି ନିର୍ମାତା ସାଜିଦ ନାଡିଆୱାଲା ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe