ଜାରି ହୋଇଛି ହାଉସଫୁଲ ଥ୍ରୀର ପୋଷ୍ଟର । କିଛି ଦିନ ପୂର୍ବରୁ ଫିଲ୍ମର ଲୋଗୋ ଜାରି କରାଯାଇଥିବା ବେଳେ ଏବେ ପୋଷ୍ଟର ଜାରି କରାଯାଇଛି । ଏହି ଲାଟେଷ୍ଟ ପୋଷ୍ଟରରେ ସ୍ଥାନ ପାଇଛନ୍ତି ରିତେଶ ଦେଶମୁଖ,ଜ୍ୟାକଲିନ ଫର୍ଣ୍ଣାନିବିସ, ଅଭିଷେକ ବଚ୍ଚନ, ନର୍ଗିସ ଫାକରୀ ଓ ଅକ୍ଷୟ କୁମାର ।ସମସ୍ତ ଷ୍ଟାରକାଷ୍ଟ ବ୍ଲ୍ୟୁକଲର ଡ୍ରେସରେ ନଜର ଆସିବାସହ ପୋଷ୍ଟର ବ୍ୟାକଗ୍ରାଉଣ୍ଡ କଲର ରହିଛି ରେଡ୍ । ଫିଲ୍ମର ଲିଡ ଷ୍ଟାର ଅକ୍ଷୟ କୁମାର ଫୋଟକୁ ଟୁଇଟ କରିଛନ୍ତି ପୋଷ୍ଟର ରିଲିଜ ଆଗକୁ ଟ୍ରେଲର ରିଲିଜ୍ କରିବା ପାଇଁ ପ୍ରଡକ୍ସନ ହାଉସ ଯୋଜନା କରିଛି ୧୦୦ଟି ସହରରେ ଏକାସାଙ୍ଗରେ ଟ୍ରେଲର ରିଲିଜ କରାଯିବ ଯାହାକୁ ଏକାସାଙ୍ଗରେ ୫୦ ହଜାର ଦର୍ଶକ ଦେଖିପାରିବେ ।
ପୋଷ୍ଟରରେ ଷ୍ଟାରଙ୍କ ଭିଡ
Advertisment
Follow Us