ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ହୋଟେଲ ମାଲିକ ସାଜନ ସାମଲ ଗୁରୁତର ଆହତ ।

ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ହୋଟେଲ ମାଲିକ ସାଜନ ସାମଲ ଗୁରୁତର ଆହତ ।

କନକ ବ୍ୟୁରୋ: ହୋଟେଲ ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ । ଖଣ୍ଡା ଚୋଟରେ ଗୁରୁତର ହୋଟେଲ ମାଲିକ । ଭୁବନେଶ୍ୱର କଳିଙ୍ଗ ନଗର ଅଂଚଳରେ ଏପରି ଘଟଣା ଘଟିଛି ।ଗତକାଲି ରାତିରେ ଭସାଣ ଚାଲିଥିବା ବେଳେ କିଛି ଦୁର୍ବୃତ ଆସି ହୋଟେଲ ମାଲିକ ସାଜନ ସାମଲଙ୍କୁ ଆକ୍ରମଣ କରିଥିଲେ । ଦଶହରା ସମୟରେ ହୋଟେଲ ବନ୍ଦ ଥିବା ବେଳେ କିଛି ଦୁର୍ବୃତ ହୋଟେଲରେ ପଶି ଚୋରି କରିଥିଲେ । ସିସିଟିଭି ଦେଖି ସାଜନ ସମସ୍ତଙ୍କୁ ପୋଲିସ ଜିମା ଦେଇଥିଲେ । ହେଲେ ପରବର୍ତୀ ସମୟରେ ପୋଲିସ ସେମାନଙ୍କୁ ଛାଡି ଦେଇଥିଲା । ଏହା ପରେ ସେମାନେ ଗତ ରାତିରେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe