କନକ ବ୍ୟୁରୋ : ଢେଙ୍କାନାଳ ଯୁବୁଲିଟାଉନ ଥାନାରେ ଥିବା ସନ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ । ବିନା ଲାଇସେନ୍ସରେ ବେଆଇନ ଭାବେ ରୋଗୀ ସେବା ଚାଲିଥିବାବେଳେ ରୋଗୀଙ୍କୁ ମାତ୍ରାଧିକ ଆର୍ଥିକ ଶୋଷଣ କରାଯାଉଛି । ଖାଲି ଏତିକି ନୁହେଁ, ହସ୍ପିଟାଲରୁ ବାହାରୁଥିବା ଅଳିଆ ଆବର୍ଜନା ସ୍ଥାନୀୟ କୂଅରେ ପକାଯାଉଛି । ଯେଉଁ ପାଣିକୁ ବ୍ୟବହାର କରି ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି ।

Advertisment

ଏହା ସହ ଦେଖନ୍ତୁ ଏହି ଭିଡିଓ-