ବଲାଙ୍ଗିର ଅନର କିଲିଂ ଘଟଣା : ଅଭିଯୁକ୍ତ ବାପା ଗିରଫ

ବଲାଙ୍ଗିର ଅନର କିଲିଂ ଘଟଣା : ଅଭିଯୁକ୍ତ ବାପା ଗିରଫ

ବଲାଙ୍ଗିର : ବଲାଙ୍ଗିର ଅନର କିଲିଂ ଘଟଣାରେ ଅଭିଯୁକ୍ତ ବାପା ଗିରଫ । ସଇଁତଳା ଥାନା ବଡମାଲରୁ କୈଳାସ ତଅଁଲାକୁ ଗିରଫ କରିଛି ପୋଲିସ । ବଲାଙ୍ଗୀର ଜିଲ୍ଲା ଖୁଂଟ୍ ସମଲେଇ ଗାଁରେ ସମ୍ମାନ ପାଇଁ ନିଜ ଝିଅକୁ ହତ୍ୟା କରିଥିଲା ବାପା । ଅନ୍ୟ ଜାତିର ଜଣେ ଯୁବକକୁ ପ୍ରେମ କରୁଥିବାରୁ ଗତ ୨୪ ତାରିଖରେ ଝିଅର ତଂଟି ଚିପି ହତ୍ୟା କରିବା ସହ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯାଇଥିଲା  । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ବାପା କୈଳାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe