ରାଜଧାନୀରୁ ରସିକିଆ ହୋମିଓପାଥିକ୍ ଡାକ୍ତର ଗିରଫ : ରସିକିଆ ଡାକ୍ତରଙ୍କ ରହିଛି ୧୪ପତ୍ନୀ

Advertisment
ରାଜଧାନୀରୁ ରସିକିଆ ହୋମିଓପାଥିକ୍ ଡାକ୍ତର ଗିରଫ : ରସିକିଆ ଡାକ୍ତରଙ୍କ ରହିଛି ୧୪ପତ୍ନୀ

କନକ ବ୍ୟୁରୋ : ବ୍ୟକ୍ତି ଜଣେ ହେଲେ ସ୍ତ୍ରୀ ୧୪ଟି । ଏଭଳି ଏକ ରସିକିଆ ହୋମିଓପାଥିକ୍ ଡାକ୍ତରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ରସିକିଆ ଡାକ୍ତରଙ୍କ ନାଁ ହେଉଛି ରମେଶ ଚନ୍ଦ୍ର ସ୍ୱାଇଁ । ସେ ଦେଶର ବିଭିନ୍ନ ସ୍ଥାନରେ ବିବାହ କରିଥିବା ଜଣାପଡ଼ିଛି । କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ଭୁବନେଶ୍ୱର ଭଳି ରାଜ୍ୟରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe