କନକ ବ୍ୟୁରୋ: ଭୁବନେଶ୍ୱର ରିଜର୍ଭ ଅଫିସରେ ଅଘଟଣ । ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ଜଣକ ହେଲେ ବାସୁଦେବ ମାନସିଂ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେବାବେଳେ ଏହି ଅଘଟଣ ଘଟିଛି । ଏୟାରଫିଲ୍ଡ ଥାନାରେ ଡ୍ୟୁଟି କରୁଥିଲେ ବାସୁଦେବ । ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ସହିଦ ନଗର ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।
ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ରିଫ୍ରେସର କୋର୍ସ ଟ୍ରେନିଂ ଚାଲିଥିବାବେଳେ ଅଘଟଣ ।
/kanak/media/post_attachments/wp-content/uploads/2024/01/hg.jpg)