ରଥଯାତ୍ରା ପାଇଁ ସୋମବାର ଦିନ ଛୁଟି ଘୋଷଣା: ୮ ତାରିଖ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Advertisment
ରଥଯାତ୍ରା ପାଇଁ ସୋମବାର ଦିନ ଛୁଟି ଘୋଷଣା: ୮ ତାରିଖ ଛୁଟି ଘୋଷଣା କଲେ ରାଜ୍ୟ ସରକାର

କନକ ବ୍ୟୁରୋ: ରଥଯାତ୍ରା ପାଇଁ ସୋମବାର ଦିନ ଛୁଟି ଘୋଷଣା । ୮ ତାରିଖ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ବନ୍ଦ ରହିବ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ । ରାଜସ୍ୱ ଓ ମାଜିଷ୍ଟ୍ରେଟଙ୍କ କୋର୍ଟ ମଧ୍ୟ ବନ୍ଦ ରହିବ । ରାଜ୍ୟରେ ସମସ୍ତ ବ୍ୟାଙ୍କ ବି ବନ୍ଦ ରହିବ । ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଛୁଟି ନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ରଥଯାତ୍ରା ଦୁଇ ଦିନ ଚାଲିବାକୁ ଥିବାରୁ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe