ହକି ବିଶ୍ୱକପ୍ ୨୦୧୮ ।
publive-imageବିଶ୍ୱକପ ଟ୍ରଫି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
publive-imageଭୁବନେଶ୍ୱର କେଦାରଗୌରୀ ମନ୍ଦିରରେ ବିଶ୍ୱକପ୍ ଏବଂ ୧୬ଟି ଦେଶର ଅଧିନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

publive-imageହକି ବିଶ୍ୱକପ୍ ୨୦୧୮ ମାସ୍କଟ୍ ଓଲି ।
publive-imageଭୁବନେଶ୍ୱରରେ ହକି ଫିବର୍ ।

publive-imageହକି ବିଶ୍ୱକପ୍ ପାଇଁ ସଜେଇ ହୋଇଛି ଭୁବନେଶ୍ୱର ।
publive-imageହକି ମୁଡରେ ମୁଖ୍ୟମନ୍ତ୍ରୀ ।
publive-imageବିଶ୍ୱକପ୍ ପାଇଁ ଟିକେଟ୍ କିଣିଲେ ନବୀନ ।

publive-imageନବ ବଧୂ ରୂପରେ କଳିଙ୍ଗ ଷ୍ଟାଡିୟମ୍ ।

publive-imageହକି ବିଶ୍ୱକପ୍ ୨୦୧୮ ଉଦଘାଟନୀ ସମାରୋହ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍ ।

publive-imageରଙ୍ଗାରଙ୍ଗ ଆଲୁଅରେ ଝଲସୁଛି କଳିଙ୍ଗ ଷ୍ଟାଡିୟମ୍ ।

publive-imageହକି ବିଶ୍ୱକପ୍ ୨୦୧୮ର ଶୁଭାରମ୍ଭ ।
publive-imageଉଦଘାଟନୀ ଉତ୍ସବରେ ବଲିଉଡର କିଙ୍ଗ ଖାନ୍ ଖାହରୁଖ ଖାନ୍ ।

publive-imageମଞ୍ଚ ଉପରେ ୧୬ଟି ଦେଶର ଅଧିନାୟକଙ୍କ ସହ ଶାହରୁଖ୍ ।
publive-imageଉଦଘାଟନୀ ଉତ୍ସବରେ ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀଙ୍କ ଜଲୱା ।
publive-imageଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ୧୬ଟି ଦେଶର ଅଧିନାୟକ ଏବଂ ଶାହରୁଖ ଖାନ୍ ।

publive-image

ଉଦଘାଟନୀ ସମାରୋହରେ ରେହମାନଙ୍କ ଜଲୱା ।
publive-imageକଟକ ବାରବାଟୀ ଷ୍ଟାଡିୟମରେ ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ।
publive-imageମୁଖ୍ୟମନ୍ତ୍ରୀଙ୍କ ସହ ସଲମାନ ଓ ରେହମାନ୍ ।

publive-imageମ୍ୟାଚ୍ ପାଇଁ ପ୍ରସ୍ତୁତ ହକି ଷ୍ଟାଡିୟମ୍ ।
publive-imageକଳିଙ୍ଗ ଷ୍ଟାଡିୟମରେ ହକି କ୍ରେଜ୍ ! ହକି ପ୍ରେମରେ ଦର୍ଶକ ମୁଗ୍ଧ ।

publive-imageମ୍ୟାଚ୍ ପୂର୍ବରୁ ଭାରତୀୟ ହକି ଦଳର ଅଭ୍ୟାସ ।
publive-imageଜାତୀୟ ସଙ୍ଗୀତ ସମୟର ଦୃଶ୍ୟ ।

publive-imageଗୋଲ ପରେ ଉଲ୍ଲସିତ ଭାରତୀୟ ହକି ଦଳ ।
publive-imageପେନାଲଟି ସୁଟଆଉଟରେ ଭାରତୀୟ ଟିମ୍ ।

publive-imageଷ୍ଟାଡିୟମରେ ହକି ପ୍ରେମୀ ।
publive-imageକୁନି ହକି ପ୍ରଶଂସକ ।
publive-imageତ୍ରିରଙ୍ଗାରେ ସଜେଇ ହୋଇଛନ୍ତି ଜଣେ ହକି ପ୍ରେମୀ ।

publive-imageଆକ୍ସନ ମୁଡରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରିତ୍ ସିଂହ ।
publive-imageଫ୍ୟାନ୍ ପାର୍କରେ ପାକିସ୍ତାନ ଟିମ୍ ।
publive-imageଫ୍ୟାନ ପାର୍କରେ ଟିମ୍ ପାକିସ୍ତାନର ମସ୍ତି ।

publive-image ହକି ଫ୍ୟାନ୍ ପାର୍କରେ ଟିମ୍ ଇଣ୍ଡିଆ ।
publive-imageଭାରତୀୟ ଦଳ ।

publive-imageକଳିଙ୍ଗ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ।
publive-imageପତ୍ନୀଙ୍କ ସହ ଅନୀଲ କୁମ୍ବଲେ ।
publive-imageମ୍ୟାଚ ପରେ ଷ୍ଟାଡିୟମରେ ଭାରତୀୟ ଦଳ ।
publive-imageକଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ମସ୍ତି ।

publive-imageହକି ବିଶ୍ୱକପ ୨୦୧୮ରେ ଟିମ୍ ଇଣ୍ଡିଆ ।

publive-imageଷ୍ଟାଡିୟମରେ ଫ୍ରାନ୍ସ ଟିମର ସେଲଫି ।
publive-imageମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଶ୍ୱକପ ମ୍ୟାଚର ମଜା ନେଉଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହୱାଗ ।
publive-imageସୁନ୍ଦରଗଡରେ ମଧ୍ୟ ହକି କ୍ରେଜ୍ ।
publive-imageଗୋଲ୍ ଦେବା ପରେ ଓଡିଆ ପୁଅ ଅମିତ ରୋହି ଦାସ ।
publive-imageଫ୍ୟାନ ପାର୍କର ଦୃଶ୍ୟ ।
publive-imageଷ୍ଟାଡିୟମରେ ହକି ପ୍ରେମୀ ।
publive-imageଫ୍ୟାନ୍ ପାର୍କରେ ମାସ୍କଟ ଓଲି ।

publive-imageଟିମ୍ ଇଣ୍ଡିଆ ।
publive-imageକାନାଡା ବନାମ ନେଦରଲାଣ୍ଡ ।
publive-imageହକି ବିଶ୍ୱକପରୁ ବିଦା ନେବା ପରେ ନିରାଶ ଟିମ୍ ଇଣ୍ଡିଆ ।
publive-imageନିରାଶ ଭାରତୀୟ ଦଳର ଖେଳାଳୀ ।

publive-imageଫାଇନାଲ ମ୍ୟାଚ ପାଇଁ ବାଲୁକାକଳା ।
publive-imageକଳିଙ୍ଗ ଷ୍ଟାଡିୟମରେ ସଚିନ୍ ତେନ୍ଦୁଲକର ।
publive-imageକଳିଙ୍ଗ ଷ୍ଟାଡିୟମରେ ସଚିନଙ୍କ ସେଲଫି ।

publive-imageହକି ବିଶ୍ୱକପ ୨୦୧୮ ବ୍ରୋଞ୍ଜ ପଦକ ବିଜେତା ଟିମ୍ ଅଷ୍ଟ୍ରେଲିଆ ।
publive-imageଫାଇନାଲ ମ୍ୟାଚରେ ବେଲଜିୟମ୍-ନେଦରଲାଣ୍ଡ କଡା ଟକ୍କର ।
publive-imageବିଜୟ ପରେ ଉଲ୍ଲସିତ ବେଲଜିୟମ୍ ଦଳ ।

publive-imageଫାଇନାଲ ମ୍ୟାଚ ହାରିବା ପରେ ରନର୍ସ ଅପ୍ ନେଦରଲାଣ୍ଡ ଟିମ୍ ।

publive-imageବେଲଜିୟମର ବିଜୟ ଉତ୍ସବ ।

publive-imageବିଶ୍ୱବିଜେତା ବେଲଜିୟମ୍ । କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍ ବେଲଜିୟମ୍ ।publive-image
ଟ୍ରଫି ସହ ବେଲଜିୟମ୍ ।publive-image