ଫଟୋ ଉଠାଇବାକୁ ନେଇ ବିବାଦ ; ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଉଠାଇ ବିବାଦରେ ହକି ଇଣ୍ଡିଆର ସଚିବ ଭୋଳାନାଥ ସିଂ

Advertisment
ଫଟୋ ଉଠାଇବାକୁ ନେଇ ବିବାଦ  ; ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଉଠାଇ ବିବାଦରେ ହକି ଇଣ୍ଡିଆର ସଚିବ ଭୋଳାନାଥ ସିଂ

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଉଠାଇ ବିବାଦରେ ହକି ଇଣ୍ଡିଆର ସଚିବ ଭୋଳାନାଥ ସିଂ। ହକି ଓଡ଼ିଶାର ସଚିବ ସନାତନ ସାହୁଙ୍କ ସହ ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇବା ସହିତ ଏହାକୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ତେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ପୋଷ୍ଟ ଡିଲେଟ୍ କରିଛନ୍ତି ଭୋଳାନାଥ ସିଂ। ଲିଙ୍ଗରାଜ ମନ୍ଦିର ଭିତରେ ମୋବାଇଲ ଏବଂ ଫଟୋ ଉଠାଇବା ନିଷେଧ ହୋଇଥିବା ବେଳେ କେମିତି ଓ କେଉଁ ପରିସ୍ଥିତିରେ ସେ ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe