ଭୁବନେଶ୍ୱର ରାଜମହଲ ଛକରେ ଯୁବତୀଙ୍କ ଉନ୍ମତକାଣ୍ଡ: ଯୁବକଙ୍କୁ ଗୋଡେଇ ଗୋଡେଇ ପଥରରେ ମାଡ଼; ଅଟକାଇବାରେ ନାକେଦମ ପୁଲିସ

Advertisment
ଭୁବନେଶ୍ୱର ରାଜମହଲ ଛକରେ ଯୁବତୀଙ୍କ ଉନ୍ମତକାଣ୍ଡ: ଯୁବକଙ୍କୁ ଗୋଡେଇ ଗୋଡେଇ ପଥରରେ ମାଡ଼; ଅଟକାଇବାରେ ନାକେଦମ  ପୁଲିସ

କନକ ବ୍ୟୁରୋ: ରାଜମହଲ ଛକରେ ଯୁବତୀଙ୍କ ଉନ୍ମତ କାଣ୍ଡ । ଯୁବକଙ୍କୁ ଗୋଡାଇ ଗୋଡାଇ ପଥରରେ ମାରିଲେ ଯୁବତୀ । ଯୁବକ ଜଣ ରକ୍ତାକ୍ତ ହୋଇପଡିଛନ୍ତି । ଯୁବତୀଙ୍କୁ ଅଟକାଇବାକୁ ପୁଲିସ ନାକେଦମ ହୋଇପଡିଥିଲା । ପିସିଆର ଦେଖି ଯୁବତୀ ଜଣକ ଦୌଡିବା ପରେ ପୁଲିସ ମଧ୍ୟ ତାଙ୍କୁ ଧରିପାରିନଥିଲା । ଶେଷରେ ଯୁବତୀ ଜଣକ ଚକମା ଦେଇ ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe