କନକ ବ୍ୟୁରୋ: ରାଜମହଲ ଛକରେ ଯୁବତୀଙ୍କ ଉନ୍ମତ କାଣ୍ଡ । ଯୁବକଙ୍କୁ ଗୋଡାଇ ଗୋଡାଇ ପଥରରେ ମାରିଲେ ଯୁବତୀ । ଯୁବକ ଜଣ ରକ୍ତାକ୍ତ ହୋଇପଡିଛନ୍ତି । ଯୁବତୀଙ୍କୁ ଅଟକାଇବାକୁ ପୁଲିସ ନାକେଦମ ହୋଇପଡିଥିଲା । ପିସିଆର ଦେଖି ଯୁବତୀ ଜଣକ ଦୌଡିବା ପରେ ପୁଲିସ ମଧ୍ୟ ତାଙ୍କୁ ଧରିପାରିନଥିଲା । ଶେଷରେ ଯୁବତୀ ଜଣକ ଚକମା ଦେଇ ଫେରାର ହୋଇଯାଇଛନ୍ତି ।
ଭୁବନେଶ୍ୱର ରାଜମହଲ ଛକରେ ଯୁବତୀଙ୍କ ଉନ୍ମତକାଣ୍ଡ: ଯୁବକଙ୍କୁ ଗୋଡେଇ ଗୋଡେଇ ପଥରରେ ମାଡ଼; ଅଟକାଇବାରେ ନାକେଦମ ପୁଲିସ
/kanak/media/post_attachments/wp-content/uploads/2020/11/25-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)