ହୀରାକୁଦରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟାରେ ଆସୁଛି ସୁଧାର । ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର ।

Advertisment
ହୀରାକୁଦରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟାରେ ଆସୁଛି ସୁଧାର । ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର ।

କନକ ବ୍ୟୁରୋ: ହୀରାକୁଦରେ ନିୟନ୍ତ୍ରଣକୁ ଆସୁଛି ଝାଡ଼ାବାନ୍ତି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆସୁଛି ସୁଧାର । ଆଜି କେବଳ ଜଣେ ରୋଗୀ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ବୁର୍ଲାରେ ମୋଟ ୧୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ହୀରାକୁଦରେ ୧୦ ଜଣ ଚିକିତ୍ସିତ ହେଉଛନ୍ତି । ହୀରାକୁଦରେ ପହଞ୍ଚିଥିବା ଡାକ୍ତରୀ ଦଳ ସ୍ଥିତି ଉପରେ ନଜର ରଖିବା ସହ ଝାଡ଼ାବାନ୍ତି ବ୍ୟାପୀବାର କାରଣ ଖୋଜୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe