କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ପରେ ରେଲବାଇର ଲୋକସଂପର୍କ ବିଭାଗ ତରଫରୁ ହେଲପ ଲାଇନ ଜାରି କରାଯାଇଛି । ଖୋର୍ଦ୍ଧା ପାଇଁ ୦୬୭୪-୨୪୯୦୬୭, ଭୁବନେଶ୍ୱର ପାଇଁ ୦୬୭୪-୨୫୪୩୩୬୦, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨ । ବିଶାଖାପାଟଣା ପାଇଁ ୧୦୭୨, ୦୯୪୩୯୭୪୧୧୮୧, ୦୮୯୧୨୭୪୬୩୪୪, ୨୭୪୬୩୩୦ । ରାୟଗଡା ପାଇଁ ୦୬୮୫୬-୨୨୩୪୦୦ / ୫୦୦, ୦୯୪୩୯୭୪୧୧୮୧
ହୀରାଖଣ୍ଡ ଏକ୍ସପ୍ରେସ ଲାଇନଚ୍ୟୁତ : ରେଳବାଇ ପକ୍ଷରୁ ହେଲ୍ପଲାଇନ ନଂ ଜାରି
/kanak/media/post_attachments/wp-content/uploads/2017/01/hira.jpg)