source-https://3.bp.blogspot.com
ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ଢିସୁମ । ଫିଲ୍ମରେ ଜନ ଆବ୍ରାହମ, ବରୁଣ ଧାୱନ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହା ସହ ଅକ୍ଷୟ ଖାନ୍ନା, ନର୍ଗିସ ଫକ୍ରି ଓ ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି । ଖିଲାଡି ବୟ ଅକ୍ଷୟଙ୍କୁ ଫିଲ୍ମରେ ନୂଆ ରୂପରେ ଦେଖିବାକୁ ମିଳିଛି । ରୋହିତ ଧାୱନଙ୍କ ନିର୍ଦ୍ଦେଶିତ ଏବଂ ସାଜିଦ ନାଦିଆଡୱାଲା ଓ ସୁନୀଲ ଲୁଲ୍ଲାଙ୍କ ପ୍ରଯୋଜିତ ଢିସୁମର କାହାଣୀ ଓ ଡାଇଲଗ ଲେଖିଛନ୍ତି ରୋହିତ ଓ ହୁସେନ ଦଲ୍ଲାଲ ।
Follow Us
/kanak/media/post_attachments/wp-content/uploads/2016/07/2747-300x197.jpg)