ରାଜଧାନୀରୁ ଧରା ପଡ଼ିଲେ ହାଇୱେ ଲୁଟେରା ଗ୍ୟାଙ୍ଗ । ୫ ଲୁଟେରାଙ୍କୁ ଗିରଫ କଲା ସହିଦ ନଗର ପୁଲିସ : ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ମୋବାଇଲ, ଲାପଟପ୍ ସହିତ ଗାଡ଼ି ଜବତ

ରାଜଧାନୀରୁ ଧରା ପଡ଼ିଲେ ହାଇୱେ ଲୁଟେରା ଗ୍ୟାଙ୍ଗ । ୫ ଲୁଟେରାଙ୍କୁ ଗିରଫ କଲା ସହିଦ ନଗର ପୁଲିସ : ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ମୋବାଇଲ, ଲାପଟପ୍ ସହିତ ଗାଡ଼ି ଜବତ

କନକ ବ୍ୟୁରୋ : ସହିଦ ନଗର ପୋଲିସ ହାତରେ ହାଇୱେ ଲୁଟେରା । ୫ଜଣ ଲୁଟେରାଙ୍କୁ ଗିରଫ କଲା ପୁଲିସ । ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ମୋବାଇଲ, ଲାପଟପ୍ ଓ ଗାଡ଼ି ଜବତ କରିଛି ପୋଲିସ ।

ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସମୟରେ ଜାତୀୟ ରାଜପଥରେ ବିଭିନ୍ନ ଅପରାଧିକ କାଣ୍ଡ ଘଟାଇ ଫେରାର ହୋଇଯାଉଥିଲେ । ଆଉ କମିଶନରେଟ ପୋଲିସ ପାଇଁ ଥିଲେ ମୋଷ୍ଟ ୱଂଟେଡ଼ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe