କନକ ବ୍ୟୁରୋ : ସହିଦ ନଗର ପୋଲିସ ହାତରେ ହାଇୱେ ଲୁଟେରା । ୫ଜଣ ଲୁଟେରାଙ୍କୁ ଗିରଫ କଲା ପୁଲିସ । ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ମୋବାଇଲ, ଲାପଟପ୍ ଓ ଗାଡ଼ି ଜବତ କରିଛି ପୋଲିସ ।

Advertisment

ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସମୟରେ ଜାତୀୟ ରାଜପଥରେ ବିଭିନ୍ନ ଅପରାଧିକ କାଣ୍ଡ ଘଟାଇ ଫେରାର ହୋଇଯାଉଥିଲେ । ଆଉ କମିଶନରେଟ ପୋଲିସ ପାଇଁ ଥିଲେ ମୋଷ୍ଟ ୱଂଟେଡ଼ ।