ଚାକିରି ଛାଡି ନିର୍ବାଚନ ଲଢୁଛନ୍ତି ଏମବିଏ ଡିଗ୍ରୀଧାରୀ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରିକ୍ସାରେ ଘରକୁ ଘର ବୁଲି ପ୍ରଚାର

Advertisment
ଚାକିରି ଛାଡି ନିର୍ବାଚନ ଲଢୁଛନ୍ତି ଏମବିଏ ଡିଗ୍ରୀଧାରୀ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରିକ୍ସାରେ ଘରକୁ ଘର ବୁଲି ପ୍ରଚାର

କନକ ବ୍ୟୁରୋ : ପଂଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ଉଷ୍ମତା ଲାଗି ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଅଭିନବ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି । ଏପରି ସ୍ଥଳେ ପୁରୀରେ ରିକ୍ସାରେ ବୁଲି ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ । ପୁରୀ ଜିଲ୍ଲା କାଶୀହରିପୁର ପଂଚାୟତରେ ଏମବିଏ ଡିଗ୍ରୀ ଧାରି ରବିନ୍ଦ୍ର ସ୍ୱାଇଁ ଚାକିରି ଛାଡି ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରିକ୍ସାରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ରବୀନ୍ଦ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe