କନକ ବ୍ୟୁରୋ: କରୋନାକୁ ଦୃଷ୍ଟିରେ ରଖି ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବଙ୍କ । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ପଡିଲେ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି
- ଥିଓରୀ କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ହୋଇପାରିବ ନାହିଁ
-ସରକାରୀ ନିର୍ଦ୍ଦେଶ ଆସିଲେ କମ୍ ସମୟ ଭିତରେ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ
- ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀ ରହି ପାରିବେ ନାହିଁ
- ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ କି ହଷ୍ଟେଲକୁ ପ୍ରବେଶ ମନା
ଲକଡାଉନରେ ଖୋଲିଲା ବିଶ୍ୱବିଦ୍ୟାଳୟ । ସବୁ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି :
- କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ
- ଆବଶ୍ୟକ ପଡିଲେ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ
- ଥିଓରୀ କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ହୋଇପାରିବ ନାହିଁ #KanakNews#OdishaFightsCoronavirus#COVID19pic.twitter.com/xuHMk6JHJx— Kanak News (@kanak_news) April 20, 2020
- ଯେଉଁ ସବୁ ପରୀକ୍ଷା ସରିଛି ତାହାର ମୂଲ୍ୟାଙ୍କନ ହେବ
- ଜୋନ ସ୍ତରୀୟ ମୂଲ୍ୟାଙ୍କନକୁ ଅନୁମତି ନାହିଁ
- ସେମିନାର, ୱାର୍କସପ ମନା , ଆବଶ୍ୟକ ପଡିଲେ ଅନଲାଇନରେ ହେବ
- ଗ୍ରୁପ A ର ସମସ୍ତ ଅଧିକାରୀ କାର୍ଯ୍ୟକ୍ଷେତ୍ରକୁ ଆସିବେ
- ଗ୍ରୁପ B, C, Dର ଏକ ତୃତୀୟାଂଶ କର୍ମଚାରୀ ଯୋଗଦେବେ
- କାର୍ଯ୍ୟାଳୟରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ