କନକ ବ୍ୟୁରୋ: ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରେ ଶିକ୍ଷକ ସଂଘର ଶକ୍ତି ପ୍ରଦର୍ଶନ । ଓଡ଼ିଶା ସରକାରୀ ହାଇସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରାସ୍ତା ଅବରୋଧ କରିଛନ୍ତି । ଦୁଇ ଦଫା ଦାବି ନେଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଗର୍ଜନ କରିଛନ୍ତି । ୬ ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ସାମିଲ କରି ଦରମା ବୃଦ୍ଧି କରିବା ଓ ପୁରୁଣା ପେନସନ୍ ଲାଗୁ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲର ଶତାଧିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ହାଇସ୍କୁଲ ଶିକ୍ଷକ । ଦୁଇ ଦଫା ଦାବି ନେଇ ଶତାଧିକ ଶିକ୍ଷକଙ୍କ ଆନ୍ଦୋଳନ
/kanak/media/post_attachments/wp-content/uploads/2023/09/39-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)