କନକ ବ୍ୟୁରୋ : ସନ୍ଦେହ ବଢ଼ାଇଲା ଚୀନ ପ୍ରତିନିଧି ମଣ୍ଡଳଙ୍କ କଳା ରଙ୍ଗର ବ୍ୟାଗ୍ । ଜି-୨୦ ବୈଠକ ସମୟରେ ଗୁଇନ୍ଦାଗିରି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତିନିଧି ଦଳର ବ୍ୟାଗ୍ ଥିବାରୁ ଚେକିଂ ହୋଇନଥିଲା । ରୁମ୍ ଚେକିଂ କରିବା ବେଳେ ବ୍ୟାଗ୍ ସାମ୍ନାକୁ ଆସିଛି ।

Advertisment