କନକ ବ୍ୟୁରୋ: ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ । ଖଣି ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ । ଅତି ଆବଶ୍ୟକ ଦୃଷ୍ଟିରୁ ଖଣି ବିଭାଗ ଜାରି କରିଥିଲା ଆଦେଶ । କଟକ ବାଲିଘାଟରେ ହୋଇଥିବା ଅନିୟମିତତାକୁ ନେଇ କଟକ ଜିଲ୍ଲାପାଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଞ୍ଚ କରିଥିଲେ । ଏହା ପରେ ଖଣି ବିଭାଗ ଜିଲ୍ଲାପାଳଙ୍କ ସହ ଯାଞ୍ଚ କରିଥିବା ଜଣାପଡ଼ିଛି ।
ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ । ଖଣି ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ କୋର୍ଟ ।
/kanak/media/post_attachments/wp-content/uploads/2024/01/3333.jpg)