କୋଭିଡ଼ ମୃତ୍ୟୁରେ ସରକାରଙ୍କ ସତ୍ୟପାଠକୁ ନେଇ ସନ୍ତୁଷ୍ଟ ହେଲେନି ହାଇକୋର୍ଟ । ପୁନଃ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

86

କନକ ବ୍ୟୁରୋ: କୋଭିଡ଼ ମୃତ୍ୟୁରେ ସରକାରଙ୍କ ସତ୍ୟପାଠକୁ ନେଇ ସନ୍ତୁଷ୍ଟ ହେଲେନି ହାଇକୋର୍ଟ । ପୁନଃ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସରକାରଙ୍କୁ ଭରଷାଯୋଗ୍ୟ ତଥ୍ୟ ଦେବାକୁ କହିଛନ୍ତି ହାଇକୋର୍ଟ । ଏହାକୁ ନେଇ କଂଗ୍ରେସ ପ୍ରେସମିଟ କରିଛି । କୋଭିଡ଼ ମୃତ୍ୟୁ ତଥ୍ୟ ସରକାର ଲୁଚାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏନେଇ ଗତ ଜୁନ୍ ମାସରେ ହାଇକୋର୍ଟରେ ମାମଲା ହୋଇଛି । ଜୁଲାଇ ସୁଦ୍ଧା ରାଜ୍ୟରେ ୪ହଜାର ୯୨୪ ଜଣ କୋଭିଡ଼ ମୃତ୍ରୁ ହୋଇଥିବା ବେଳେ ଉଚ୍ଚ ନ୍ୟାୟଳୟକୁ ସରକାର ୩ ପୃଷ୍ଠାର ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।