ହାଇଟେକ୍ ରିଜିଓନାଲ କୋଅପରେଟିଭ୍ ଠକେଇ ମାମଲା ! ଇଓଡବ୍ଲୁ ଅଫିସ ଆଗରେ ଜାମାକାରୀଙ୍କ ବିକ୍ଷୋଭ

30

କନକ ବ୍ୟୁରୋ : ଇଓଡବ୍ଲୁ କାର୍ଯ୍ୟାଳୟ ସମ୍ମୁଖରେ ଠକେଇଇ ଶିକାର ହୋଇଥିବା ଜମାକାରୀଙ୍କ ବିକ୍ଷୋଭ । ହାଇଟେକ ରିଜିଓନାଲ କୋ-ଅପରେଟିଭ ଲିମିଟେଡ ଠକେଇ ମାମଲାରେ ଜମାକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାଇଟେକ ରିଜିଓନାଲ କୋ-ଅପରେଟିଭ ଲିମିଟେଡ ଜମାକାରୀଙ୍କ ଠାରୁ ୧୦କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ୩ବର୍ଷରେ ୨ଗୁଣା ଟଙ୍କା ଦେବା କହି ହାଇଟେକ ବାଲେଶ୍ୱର ଓ ଭଦ୍ରକର ଜମାକାରୀଙ୍କ ଠାରୁ ୧୦କୋଟିରୁ ଅଧିକ ଟଙ୍କା ଠକିନେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-