ପୂଜାରେ ଭିଜିବ ସାରା ଓଡିଶା। ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା!

Advertisment
ପୂଜାରେ ଭିଜିବ ସାରା ଓଡିଶା। ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା!

କନକ ବ୍ୟୁରୋ: ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା । ପାଣିପାଗ ବିଭାଗ ଏନେଇ ସତର୍କ କରାଇଛି । ପୂଜାରେ ସାରା ରାଜ୍ୟ ଭିଜିବା ନେଇ ଅନୁମାନ କରାଯାଉଥିବା ବେଳେ ଅକ୍ଟୋବର ୩ ତାରିଖରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିିଜ୍ଞାନ ବିଭାଗ  ସତର୍କ କରାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe