କଟକ ଭୁବନେଶ୍ୱରରେ ପ୍ରବଳ ବର୍ଷା: ବିଜୁଳି ଘଡଘଡି ସହ ଲାଗି ରହିଛି ବର୍ଷା

Advertisment
କଟକ ଭୁବନେଶ୍ୱରରେ ପ୍ରବଳ ବର୍ଷା: ବିଜୁଳି ଘଡଘଡି ସହ ଲାଗି ରହିଛି ବର୍ଷା

କନକ ବ୍ୟୁରୋ: ଟୁଇନ ସିଟିରେ ପ୍ରବଳ ବର୍ଷା ପବନ । ପ୍ରାୟ ଘଂଟାଏ ଧରି ପ୍ରବଳ ବର୍ଷା ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । କଟକରେ ତଳିଆ ଅଂଚଳରେ ପାଣି ଜମିଛି । ରାସ୍ତା ଉପରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି । ଗରମ ଗୁଳୁଗୁଳି ଭିତରେ ବର୍ଷା ଆଣିଦେଇଛି ଆସ୍ୱସ୍ତି । ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe