ପଶ୍ଚିମାଝଡ ପ୍ରଭାବରେ ପ୍ରବଳ ବର୍ଷା । କଟକ ଓ ଭୁବନେଶ୍ୱରରେ କୁଆପଥର ବର୍ଷା ।

ଆସନ୍ତା ଜୁନରେ ହୋଇପାରେ ନିଅଣ୍ଟିଆ ବର୍ଷା : ଆକଳନ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ରାଜଧାନୀରେ ବର୍ଷା ସହ କୁଆପଥର ମାଡ ହୋଇଥିବା ବେଳେ କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏହାଛଡା ବିଭିନ୍ନ ଜିଲ୍ଲାରେ ନିର୍ଦ୍ଧୁମ ଛେଚୁଛି ବର୍ଷା । ଘଡଘଡି ସହ ବର୍ଷା ହେଉଥିବାରୁ ମନରେ ଭୟ ଦେଖାଦେଉଛି ।

ସେହିଭଳି ପଶ୍ଚିମ ଓଡ଼ିଶାରେ ମଧ୍ୟ ପଶ୍ଚିମାଝଡର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗୀର ଓ ଟିଟିଲାଗଡରେ ଘଡଘଡି ସହ ବର୍ଷା ଓ କୁଆପଥର ମାଡ ହେଉଛି । ତେବେ ଗତ ୨ ଦିନ ହେବ ଏମିତି ବର୍ଷା ଗ୍ରୀଷ୍ମର ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe