ଗରମ, ଗୁଳୁଗୁଳିରୁ ଆଶ୍ୱସ୍ତି: ଭୁବନେଶ୍ୱରରେ ପ୍ରବଳ ବର୍ଷା

572

କନକ ବ୍ୟୁରୋ: ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତ କରିଛି ବର୍ଷା । ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରେ ପ୍ରବଳ ବର୍ଷ ହୋଇଛି । ସାମାନ୍ୟ ପବନ ସହ ରାଜଧାନୀର ବିଭିନ୍ନ ଅଂଚଳରେ ବର୍ଷା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି । ଗୁଳୁଗୁଳିରେ ଆଉଟୁ-ପାଉଟୁ ହେଉଥିବା ଲୋକଙ୍କୁ ଏହି ବର୍ଷା ଆଶ୍ୱସ୍ତ କରିଛି ।