କନକ ବ୍ୟୁରୋ: ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତ କରିଛି ବର୍ଷା । ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରେ ପ୍ରବଳ ବର୍ଷ ହୋଇଛି । ସାମାନ୍ୟ ପବନ ସହ ରାଜଧାନୀର ବିଭିନ୍ନ ଅଂଚଳରେ ବର୍ଷା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି । ଗୁଳୁଗୁଳିରେ ଆଉଟୁ-ପାଉଟୁ ହେଉଥିବା ଲୋକଙ୍କୁ ଏହି ବର୍ଷା ଆଶ୍ୱସ୍ତ କରିଛି ।
ଗରମ, ଗୁଳୁଗୁଳିରୁ ଆଶ୍ୱସ୍ତି: ଭୁବନେଶ୍ୱରରେ ପ୍ରବଳ ବର୍ଷା
/kanak/media/post_attachments/wp-content/uploads/2024/06/MixCollage-21-Jun-2024-04-13-PM-3673.jpg)