ଲଗାଣ ବର୍ଷା ଯୋଗୁଁ ୨୪ ଘଂଟାରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା : ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ସୂଚନା

Advertisment
ବନ୍ୟା ଆଶଙ୍କା ନେଇ ଏସଆରସିଙ୍କ ସୂଚନା : କହିଲେ, ଚାନ୍ଦବାଲିରେ ବଢୁଛି ଜଳସ୍ତର,ବୈତରଣୀ ଅବବାହିକାରେ ବିପଦ ନାହିଁ

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ୨୪ ଘଂଟାରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ୮ଟି ଜିଲ୍ଲାର ୨୫ଟି ବ୍ଲକ ଲଘୁଚାପ ବର୍ଷାରେ ପ୍ରଭାବିତ ହୋଇଛି । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।

ରାୟଗଡା ଚନ୍ଦ୍ରପୁର ବ୍ଲକର ୨ଟି ଗାଁ ଲୋକେ ଜଳବନ୍ଦୀ ଅଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି । ପୁରୀ କଣାସରେ ସର୍ବଧିକ ବର୍ଷା ୨୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe