କୁହୁଡି ଆସ୍ତରଣରେ କୋରାପୁଟ ଜିଲ୍ଲା । ଘନ କୁହୁଡି ଯୋଗୁଁ ଦିଶୁନାହିଁ ରାସ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

କୁହୁଡି ଆସ୍ତରଣରେ କୋରାପୁଟ ଜିଲ୍ଲା । ଘନ କୁହୁଡି ଯୋଗୁଁ ଦିଶୁନାହିଁ ରାସ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ: କିଛି ଦିନ ବ୍ୟବଧାନ ପରେ କୋରାପୁଟ ଜିଲ୍ଲାକୁ ଫେରିଛି କୁହୁଡ଼ି ।  ଚାରିଆଡ଼େ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ପାଇଁ ରାସ୍ତା ଘାଟ ଦେଖାଯାଉ ନାହିଁ । ଲାଇଟ ଲଗାଇ ରାସ୍ତାରେ ଗାଡ଼ି ଚଳାଚଳ କରୁଛି । ଘନ କୁହୁଡ଼ି ପାଇଁ ଯାତାୟତରେ ସମସ୍ୟା ଦେଖା ଦେଉଛି । କିଛି ଗାଡି କୁହୁଡ଼ି ପାଇଁ ରାଜ ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି । ସେହିପରି ନାରାୟଣପାଟଣାରେ ମଧ୍ୟ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe