କନକ ବ୍ୟୁରୋ : ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ସତର୍କ ରହିବାକୁ ମାଇକ ଯୋଗେ ସୂଚନା ଦିଆଯାଉଛି । ଲୋକଙ୍କୁ ଖରାରେ ଘରୁ ନବାହାରିବାକୁ ସତର୍କ କରାଇଛନ୍ତି ଆଂଚଳିକ ପାଣିପାଗ ବିଭାଗ । ଗ୍ରୀଷ୍ମପ୍ରବାହ ଜାରିରହିଥିବା ବେଳେ ଝାରସୁଗୁଡ଼ା ବେଲପାହାଡ଼ ପୌରାଂଚଳରେ ପ୍ରଚାର ଗାଡ଼ି ଲୋକେଙ୍କୁ ସର୍ତକ କରାଉଥିବାର ଚିତ୍ର ସାମ୍ନାକୁ ଆସିଛି ।
ରାଜ୍ୟରେ ଆହୁରି ୪୮ ଘଣ୍ଟା ଗ୍ରୀଷ୍ମ ପ୍ରବାହ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କଲା ଆଂଚଳିକ ପାଣିପାଗ ବିଭାଗ
/kanak/media/post_attachments/wp-content/uploads/2024/05/26-25.jpg)