ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ ? କେଉଁ ଜିନିଷ ଖାଇବାରୁ ରହିବେ ନିବୃତ

359

କନକ ବ୍ୟୁରୋ : ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ । କ’ଣ ଖାଇଲେ ହୃଦୟ ସୁସ୍ଥ ରହିବ । ଆଉ କେଉଁ ଜିନିଷକୁ ଖାଇବାରୁ ଆପଣ ନିବୃତ ରହିବେ ।

ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ ?

– ଅଧିକ ତେଲ ଥିବା ଖାଦ୍ୟ ଖାଆନ୍ତୁ ନାହିଁ
– ଅଧିକ ଆମିଷ ନଖାଇଲେ ସ୍ୱାସ୍ଥ୍ୟ ପ୍ରତି ଭଲ
– ମଟନ, ଚିଙ୍ଗୁଡି ଓ କଙ୍କଡ଼ା ଖାଆନ୍ତୁ ନାହିଁ
– ପନିପରିବା ଓ ଫଳ ଉପରେ ଅଧିକ ନିର୍ଭର କରନ୍ତୁ
– ପ୍ରତ୍ୟେକ ଦିନ ପନିପରିବା ସହ ଗୋଟିଏ ଫଳ ଖାଇବା ଆବଶ୍ୟକ
– ଶରୀରରେ ଅଧିକ ଚର୍ବି ରହିବା ହୃଦ୍ରୋଗର ମୁଖ୍ୟ କାରଣ
– ତେଲ ଜାତୀୟ ଖାଦ୍ୟ ଶରୀରରେ ଅଧିକ ଚର୍ବି ବଢାଇଥାଏ
– ମିଠା ଜାତୀୟ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ ନାହିଁ
– କମ୍ ଲୁଣ ଥିବା ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ