ଆମର ଆଧୁନିକ ଜୀବନଶୈଳୀ ଆମ ପାଇଁ ଶତ୍ରୁ ପାଲଟିଛି । କାର୍ଯ୍ୟ ବ୍ୟସ୍ଥତା ହେଉ ବା ଖାଦ୍ୟପେୟରେ ଅନିୟମିତତା ଆମ ପାଇଁ ଛୋଟ ଛୋଟ ସମସ୍ୟା ସୃଷ୍ଟି କରେ । ଆଉ ସେହି ଛୋଟ ଛୋଟ ସମସ୍ୟା ହି ଆମକୁ ବଡ ଧରଣର ଦୁଃଖ ଦିଏ । ଯଦି ଆପଣ ବାରମ୍ବାର ସ୍ୱାସ୍ଥ୍ୟ ସଂପର୍କିତ ସହିତ ଲଢୁଛନ୍ତି , ତେବେ ଆପଣାନ୍ତୁ ଏହି ଟିପ୍ସ ।
• କାଶ ସମସ୍ୟା ଅଛି ଯଦି ଅଅଁଳାକୁ ହାଲକା ଭାବେ ଗରମ କରି ଖାଆନ୍ତୁ , ବହୁତ ଆରାମ ମିଳିବ ।
• ହାକୁଟି ଆସିଲେ ତୁଳସୀ ଓ ଚିନି ଖାଇ ପାଣି ପିଇଲେ ଫାଇଦା ମିଳେ ।
• ଭୋକ ନହେଲେ ଖାଇବା ସହିତ ଆପଣ ନିୟମିତ ଦୁଇଟି କଦଳୀ ଖାଆନ୍ତୁ, ଏମିତି କଲେ ଭୋକ ବଢିବ ।
• ନଡିଆର ସେବନ କଲେ ତୁଣ୍ଡ ଘା ଶୀଘ୍ର ଠିକ ହୁଏ ।
• ମୁଣ୍ଡ ବ୍ୟଥା ହେଲେ ଉଷୁମ ପାଣିରେ ଅଦା, ଲେମ୍ବୁର ରସ ଏବଂ ଟିକେ ଲୁଣ ମିଶାଇ ପିଇଲେ ମୁଣ୍ଡ ବ୍ୟଥାରୁ ଆଶ୍ୱସ୍ଥି ମିଳେ ।
• ଗୋଲାପ ଜଳରେ ଲେମ୍ବୁ ରସ ମିଶାଇ କୁଳି କଲେ ମୁହଁର ଦୁର୍ଗନ୍ଧ ଦୂର ହୁଏ ।
• ମହୁରେ ପାନମହୁରୀର ଚୂର୍ଣ୍ଣ ମିଶାଇ ଖାଇଲେ ଭୋକ ବଢାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/water-pakwangali_520_041018085503.jpg)