ସାମ୍ନାକୁ ଆସଲା ରଙ୍ଗିଲା ସ୍ୱାମୀର କଳା କାରନାମା: ମିଛରେ ଥାନାରେ ଅଭିଯୋଗ କରି ହିରୋଇନଙ୍କୁ କରୁଥିଲା ବ୍ଲାକମେଲ, ସ୍ତ୍ରୀର ଷ୍ଟିଙ୍ଗ ଅପରେସନ୍ ପରେ ସାମ୍ନାକୁ ଆସିଲେ ଅଭିନେତ୍ରୀ ସୁପ୍ରିୟା

ସାମ୍ନାକୁ ଆସଲା ରଙ୍ଗିଲା ସ୍ୱାମୀର କଳା କାରନାମା: ମିଛରେ ଥାନାରେ ଅଭିଯୋଗ କରି ହିରୋଇନଙ୍କୁ କରୁଥିଲା ବ୍ଲାକମେଲ, ସ୍ତ୍ରୀର ଷ୍ଟିଙ୍ଗ ଅପରେସନ୍ ପରେ ସାମ୍ନାକୁ ଆସିଲେ ଅଭିନେତ୍ରୀ ସୁପ୍ରିୟା

କନକ ବ୍ୟୁରୋ: ରଙ୍ଗିଲା ସ୍ୱାମୀର ଖୋଲିଲା ଗୁମର। ପୂର୍ବରୁ ଅଭିନେତ୍ରୀଙ୍କ ନାଁରେ କରୁଥିଲା ମିଛ ମାମଲା। ମ୍ୟୁଜିକ ଭିଡିଓ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ମ୍ୟୁଜିକ ଭିଡିଓ କରିବାକୁ ରାଜି ନହେବାରୁ ଥାନାରେ କରିଥିଲେ ମିଛ ମାମଲା। ଏହାପରେ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅଭନେତ୍ରୀ। ଏବେ ସ୍ତ୍ରୀଙ୍କ ଷ୍ଟିଙ୍ଗ ଅପରେସନ ପରେ ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ସୁପ୍ରିୟା। କହିଛନ୍ତି କର୍ମ ଫଳ ଭୋଗିବାକୁ ପଡ଼ିଛି।

ସୂଚନା ଅନୁଯାୟୀ ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଗତକାଲି ରାତି ପ୍ରାୟ ୩ଟାରେ ଚଢ଼ଉ କରି ପୁଲିସ ଗୋଟିଏ ରୁମରୁ ଜଣେ ପୁରୁଷଙ୍କ ସହ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲା। ପୂର୍ବରୁ ସ୍ବାମୀର ପରକୀୟା ନେଇ ପୁଲିସ ପାଖରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe