କନକ ବ୍ୟୁରୋ : ଟ୍ରଲର ଧକ୍କାରେ ଛାତ୍ରୀ ମୃତ୍ୟୁ । ଟିଉସନରୁ ଫେରୁଥିବାବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ଧକା ଦେଇଥିଲା ଟ୍ରଲର । ଫଳରେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଛି ।
ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଗାଡି ଭଙ୍ଗାରୁଜା । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ମୃତ ଛାତ୍ରୀଙ୍କ ଶବ ରଖି ନରଣପୁର ଡୁବୁରୀ ରୋଡ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପଂହଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-07-11h20m38s374.png)