ହରିଭାଇ କମେଡୀ କ୍ଲବ ପକ୍ଷରୁ ଉତ୍କଳ ମଣ୍ଡପଠାରେ କମେଡୀ ନାଟକ ବାନର ହିରୋ ପରିବେଷଣ ହେବ । ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟକଟିକୁ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ଖ୍ୟାତନାମା ହାସ୍ୟଅଭିନେତା ହରିହର ମହାପାତ୍ର ।
ଏଥିରେ ନବାଗତ ଓ ପୁରାତନ ୭୦ଜଣ ହାସ୍ୟଅଭିନେତା ଅଭିନୟ କରୁଛନ୍ତି । ୫ ବର୍ଷ ଧରି ହରିଭାଇ କ୍ଲବ ଏହି ମାଧ୍ୟମରେ ନୂତନ ହାସ୍ୟ କଳାକାର ସୃଷ୍ଟି କରିବା ସହ କମେଡୀ ଜଗତକୁ ବଂଚାଇ ରଖିବା ପାଇଁ ପ୍ରୟାସ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-10-08h38m15s535.png)