ନିଲାମ ହୋଇପାରିଲେନି ଭଜି । ଚଳିତ ଆଇପିଏଲ ଅକ୍ସନରେ ହରଭଜନ ସିଂହଙ୍କୁ କିଣିଲେନି କୌଣସି ବି ଦଳ । 

Advertisment
ନିଲାମ ହୋଇପାରିଲେନି ଭଜି । ଚଳିତ ଆଇପିଏଲ ଅକ୍ସନରେ ହରଭଜନ ସିଂହଙ୍କୁ କିଣିଲେନି କୌଣସି ବି ଦଳ । 

କନକ ବ୍ୟୁରୋ : ଆଇପିଏଲ୍ ଅକ୍ସନରେ ଅଲୋଡା ପଡିଗଲେ ହରଭଜନ ସିଂହ । ଚଳିତ ଆଇପିଏଲ୍ ଅକ୍ସନରେ ନିଲାମ ହୋଇପାରିନାହାନ୍ତି ଭଜି । ହରଭଜନଙ୍କୁ କିଣିନାହାନ୍ତି କୌଣସି ବି ଦଳ ।

ଦିନେ ନିଜ ବୋଲିଂରେ ଜଲୱା ଦେଖାଉଥିବା ହରଭଜନ ଚଳିତ ଆଇପିଏଲ୍ ଅକ୍ସନରେ କିନ୍ତୁ ଫିକା ପଡିଛନ୍ତି । ହରଭଜନ ସିଂହଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ନିଲାମୀ ବେଳେ ତାଙ୍କୁ କୌଣସି ଦଳ କିଣିନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe