କନକ ବ୍ୟୁରୋ : ଆଇପିଏଲ୍ ଅକ୍ସନରେ ଅଲୋଡା ପଡିଗଲେ ହରଭଜନ ସିଂହ । ଚଳିତ ଆଇପିଏଲ୍ ଅକ୍ସନରେ ନିଲାମ ହୋଇପାରିନାହାନ୍ତି ଭଜି । ହରଭଜନଙ୍କୁ କିଣିନାହାନ୍ତି କୌଣସି ବି ଦଳ ।
ଦିନେ ନିଜ ବୋଲିଂରେ ଜଲୱା ଦେଖାଉଥିବା ହରଭଜନ ଚଳିତ ଆଇପିଏଲ୍ ଅକ୍ସନରେ କିନ୍ତୁ ଫିକା ପଡିଛନ୍ତି । ହରଭଜନ ସିଂହଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ନିଲାମୀ ବେଳେ ତାଙ୍କୁ କୌଣସି ଦଳ କିଣିନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Harbhajan-Singh.jpg)