କନକ ବ୍ୟୁରୋ: ବଲାଙ୍ଗିର ପୋଲିସର ଅଜବ ନିଷ୍ପତି । ଅଭିଯୁକ୍ତଙ୍କୁ ଛାଡି ସାମ୍ବାଦିକାଙ୍କ ବିରୋଧରେ ତଥ୍ୟ ସଂଗ୍ରହ କରିବାକୁ ଏସପିଙ୍କ ନିର୍ଦ୍ଦେଶ । ପୋଲିସର କାର୍ଯ୍ୟକୁ ନେଇ ସାଧାରଣରେ ଏହାକୁ ନିନ୍ଦା କରାଯାଇଛି । ଖବର ସଂଗ୍ରହବେଳେ କନକ ନ୍ୟୁଜ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିଲେ ହସ୍ପିଟାଲର ସୁରକ୍ଷାକର୍ମୀ । ତେବେ ଏନେଇ ପୋଲିସ ତିନି ଦିନ ଧରି ଚୁପ ରହିଛି । ତଦନ୍ତ ବିଷୟରେ ପ୍ରଶ୍ନ ପରେ ଓଲଟା ଉତ୍ତର ରଖାଯାଉଛି ।
କନକ ନ୍ୟୁଜ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର। ତିନି ଦିନ ପରେ ବି ଚୁପ ରହିଛି ପୋଲିସ!
/kanak/media/post_attachments/wp-content/uploads/2022/11/38.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)