୧୪୪ ଧାରାରେ ସମ୍ବଲପୁରରେ ହନୁମାନ ଜୟନ୍ତୀ। ଶୋଭାଯାତ୍ରା ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ।

୧୪୪ ଧାରାରେ ସମ୍ବଲପୁରରେ ହନୁମାନ ଜୟନ୍ତୀ। ଶୋଭାଯାତ୍ରା ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ।

କନକ ବ୍ୟୁରୋ: ସମ୍ବଲପୁରରେ ୧୪୪ ଧାରା ଭିତରେ ହେବ ହନୁମାନ ଜୟନ୍ତୀ । ହିଂସାକାଣ୍ଡ ପରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । ଏବେ ମଧ୍ୟ ୧୪୪ ଧାରା ବଳବତ୍ତର ଥିବା ବେଳେ ଏହି ସ୍ଥିତିରେ ହନୁମାନ ଜୟନ୍ତୀ ପାଳିତ ହେବ । ଶୋଭାଯାତ୍ରା ପାଇଁ ସ୍ୱତନ୍ତ୍ର ବିଜ୍ଞପ୍ତି ଆସିବାକୁ ଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଗାଇଡଲାଇନ ଜାରିକରାଯିବ । ଏ ବାବଦରେ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe