ଅଭିନେତା ଗୁରୁମିତ ଚୌଧୁରୀଙ୍କୁ ମିଳିଲା ବିଗ ବ୍ରେକ୍ ! ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ଆଗାମୀ ସିନେମା ‘ପଲଟନ’ରେ ଆସିବେ ନଜର

ଅଭିନେତା ଗୁରୁମିତ ଚୌଧୁରୀଙ୍କୁ ମିଳିଲା ବିଗ ବ୍ରେକ୍ ! ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ଆଗାମୀ ସିନେମା ‘ପଲଟନ’ରେ ଆସିବେ ନଜର

source: awallpapersimages.com

ଛୋଟ ପରଦାରୁ ବଲିଉଡ ଷ୍ଟାର ହୋଇଥିବା ଗୁରୁମିତ ଚୌଧୁରୀଙ୍କୁ ମିଳିଛି ବିଗ ବ୍ରେକ୍ । ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ଆଗାମୀ ସିନେମା ‘ପଲଟନ’ରେ ଗୁରୁମିତଙ୍କୁ ସାଇନ କରାଯାଇଛି । ତେବେ ‘ପଲଟନ’ ଏକ ପ୍ୟାଟ୍ରୋଟିକ୍ ସିନେମା ହୋଇଥିବାବେଳେ ଗୁରୁମିତ ଏଥିରେ ଜଣେ ମିଲିଟାରୀ ଅଫିସର ଭାବେ ନଜର ଆସିବେ । ସେହିପରି ଗୁରୁମିତଙ୍କ ସହ ଏହି ସିନେମାଟିରେ ଅଭିଷେକ ବଚ୍ଚନ, ଅର୍ଜୁନ ରାମପାଲ, ସୋନୁ ସୁଧ, ପୁଲକିତ ସମ୍ରାଟ, ସୁନୀଲ ସେଠୀ, ଜ୍ୟାକି ସର୍ଫଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe