କନକ ବ୍ୟୁରୋ : ରାୟଗଡା ଗୁଣପୁରରେ ଅଭାବନୀୟ ଘଟଣା । କଂଗ୍ରେସର ବିଜୟ ଶୋଭାଯାତ୍ରାରେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଲେ କଂଗ୍ରେସ ନେତ୍ରୀ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଂଗଙ୍କୁ ଚାପୁଡା ମାରିଥିବା ନେଇ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା କେତକୀ ଗମାଂଗ ସ୍ୱୀକାର କରିଛନ୍ତି । ପୋଲିସ କେତକୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି । କେତକୀ କହିଛନ୍ତି ଯେ ଚଳିତ ପଂଚାୟତ ନିର୍ବାଚନରେ ଜାଣିଶୁଣି ତାଙ୍କ ସ୍ୱାମୀଙ୍କୁ ଟିକଟ ଦିଆଯାଇନଥିଲା । ଯାହାକୁ ସେ ବିରୋଧ କରୁଛନ୍ତି । ସେପଟେ ପୁରୁଷୋତମ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି ।
କେତକୀଙ୍କ କୋପ ! ବିଜୟ ଶୋଭାଯାତ୍ରାରେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଲେ କଂଗ୍ରେସ ନେତ୍ରୀ
/kanak/media/post_attachments/wp-content/uploads/2017/03/vlcsnap-2017-03-16-16h16m37s775.png)