India.com
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଯବାବ୍ ଦେଇଛି । ଭାରତର ୧୨ ମିରାଜ-୨୦୦୦ ବିମାନ ପାକିସ୍ତାନରେ ପଶି ଆତଙ୍କବାଦୀ ସଂଗଠନପ ଜୈସ୍ ର ଠିକଣା ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛନ୍ତି । ସୁଚନା ଅନୁସାରେ ସକାଳ ୩.୩୦ ସମୟରେ ୧୦୦୦ କିଲୋ ବିସ୍ଫୋଟକ ପାକ୍ ଆତଙ୍କୀଙ୍କ ଠିକଣା ଉପରେ ପକାଯାଇଥିଲା । ପୁଲୱାମା ଘଟଣା ପରେ ଦୁଇ ସୀମାରେ ଚିନ୍ତା ବଢି ଯାଇଥିଲା । ବର୍ତ୍ତମାନ ବାୟୁସେନା ନିଜ କ୍ରୋଧକୁ ଜାହିର କରିଛି । ଏବେ ବାୟୁସେନାକୁ ଆଲର୍ଟରେ ରଖାଯାଇଛି । ଏହି ଘଟଣାରେ ଭାରତ ନିଜ ଲଢୁଆ ବିମାନ ମିରାଜ-୨୦୦୦ କୁ ବ୍ୟବହାର କରିଛି ।
ତେବେ ଏନେଇ ସୀମା , ପଞ୍ଜାବ ଏବଂ ଗୁଜୁରାଟରେ ହାଇଆଲର୍ଟ ଜାରୀ କରାଯାଇଛି । ଲୋକଙ୍କୁ ଏବଂ ଯବାନଙ୍କୁ ମଧ୍ୟ ସତର୍କ କରାଯାଉଛି । ଏନେଇ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି ।
Follow Us
/kanak/media/post_attachments/wp-content/uploads/2019/02/313832-army700-300x171.jpg)