କନକ ବ୍ୟୁରୋ: ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ଜାରି ହେଲା ଗାଇଡ୍ଲାଇନ୍ । ତାପମାତ୍ରା ବଢୁଥିବାରୁ ହସ୍ପିଟାଲ ଅଗ୍ନିକାଣ୍ଡ ରୋକିବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ମାର୍ଗଦର୍ଶିକା ଜାରି କରିଛନ୍ତି । ୧୩ ସୂତ୍ର ନେଇ ମାର୍ଗଦର୍ଶିକା ଜାରି କରାଯାଇଛି ।
ହସ୍ପିଟାଲରେ ଅଗ୍ନିକାଣ୍ଡ ରୋକିବା ପାଇଁ ମାର୍ଗଦର୍ଶିକା

Advertisment

- ଅଗ୍ନି ନିର୍ବାପକ ଯନ୍ତ୍ର, ହାଇଡ୍ରେଂଟ ଏବଂ ଆଲାର୍ମ ଭଳି ଅଗ୍ନି ନିର୍ବାପକ ଯନ୍ତ୍ରପାତିର ନିୟମିତ ଯାଂଚ କରିବା ଆବଶ୍ୟକ
- ସମସ୍ତ ସୁରକ୍ଷା ଉପକରଣ ପାଇଁ ଏକ ରକ୍ଷଣାବେକ୍ଷଣ କାର୍ଯ୍ୟସୂଚୀ ସ୍ଥାପିତ କରାଯିବା ଦରକାର
- ହସ୍ପିଟାଲର ବିଦ୍ୟୁତ ବ୍ୟବହାର ମୂଲ୍ୟାଙ୍କନ ପାଇଁ ବାର୍ଷିକ ଦ୍ୱ-ବାର୍ଷିକ ବୈଦ୍ୟୁତିକ ଅଡିଟ୍ କରାଯିବ
- ଅକ୍ସିଜେନ୍ ଟାଙ୍କି କିମ୍ବା ପାଇପ୍ ଅକ୍ସିଜେନ୍ ଥିବା ଅଂଚଳରେ ଧୂମପାନ ନିଷେଧ ନୀତି କଡାକଡି ଭାବେ କାର୍ଯ୍ୟକାରୀ କରାଯିବ
- ହସ୍ପିଟାଲର ସମସ୍ତ ଅଂଚଳରେ ଧୂଆ ଠାବ କରୁଥିବା ଯନ୍ତ୍ର ବା ସ୍ମୋକ୍ ଡିଟେକ୍ଟର ଏବଂ ଫାୟାର ଆଲାର୍ମର ପରୀକ୍ଷଣ
- ରୋଗୀ ସେବା କ୍ଷେତ୍ରରେ ଦହନଶୀଳ ପଦାର୍ଥ ଚିହ୍ନଟ ଏବଂ ବଦଳାଇବା ଆବଶ୍ୟକ
- ବିଦ୍ୟୁତ୍ ନଳୀଗୁଡ଼ିକୁ ଯାଂଚ କରିବା ଆବଶ୍ୟକ
- ଓଭରଲୋଡିଂ ରୋକିବା ପାଇଁ ବିଦ୍ୟୁତ୍ ପରିଚାଳନା ପ୍ରଣାଳୀ ବ୍ୟବହାର କରାଯିବ
- ସ୍ୱୟଂଚାଳିତ ସ୍ପ୍ରିଙ୍କଲର ସିଷ୍ଟମ ଓ ହୋସ୍ ପାଇପ୍ ସହିତ ଆଇସିୟୁ ଓ ଅପରେସନ୍ ଥିଏଟର ଫିଟ୍ ରଖାଯିବ
- ସ୍ଥାନୀୟ ଅଗ୍ନିଶମ ବିଭାଗଠାରୁ ବାର୍ଷିକ ଅଗ୍ନି ନିରାପତା ଆପତି ବିହୀନ ପ୍ରମାଣପତ୍ର ନବୀକରଣ କରାଯିବ

--