ମଦ ଗ୍ରାହକଙ୍କୁ ସାନିଟାଇଜେସନ୍ କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ । ମଦ ଦୋକାନରେ ଭିଡ ନଜମାଇବାକୁ ପରାମର୍ଶ ।

Advertisment
ମଦ ଗ୍ରାହକଙ୍କୁ ସାନିଟାଇଜେସନ୍ କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ । ମଦ ଦୋକାନରେ ଭିଡ ନଜମାଇବାକୁ ପରାମର୍ଶ ।

କନକ ବ୍ୟୁରୋ : ମଦ ଗ୍ରାହକଙ୍କୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ । ସାମାଜିକ ଦୂରତ୍ୱ ନେଇ ଜାରି ହେଲା ମାର୍ଗଦର୍ଶିକା । ଏନେଇ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ମଦ ଗ୍ରାହକଙ୍କୁ ସାନିଟାଇଜେସନ୍ କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଅନେକ ସଚେତନତାମୂଳକ ପଦକ୍ଷେପ ନେଇଥିବା ବେଳେ ମଦ ଦୋକାନରେ ଭିଡ ନଜମାଇବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ପୋଖରୀ ପାଣି ମଧ୍ୟ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସବୁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe